ୟୁକ୍ରେନର ରିଭନେର ଟିିଭି ଟାୱାର ଉପରେ ରୁଷୀୟ ସୈନ୍ୟବାହିନୀର ଆକ୍ରମଣ : ୧୯ ମୃତ

ନୂଆଦିଲ୍ଲୀ: ୟୁକ୍ରେନର ରିଭନେରେ ଥିବା ଏକ ଟିିଭି ଟାୱାର ଉପରେ ରୁଷୀୟ ସୈନ୍ୟବାହିନୀର ଆକ୍ରମଣରେ ଅତି କମରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହା ବ୍ୟତୀତ ୯ ଜଣ କ୍ଷତାକ୍ତ ହୋଇଥିବା ସୂଚନା ରହିଛି। ଗଭର୍ଣ୍ଣର ଭିଟାଲି କୋଭାଲ୍‌ କହିଛନ୍ତି, ‘ପୀଡ଼ିତ ଆହୁରି ବି ଥାଇପାରନ୍ତି। ଏହି ଆକ୍ରମଣ ୧୪ ତାରିଖ ରାତିରେ ହୋଇଛି। ଉଦ୍ଧାରୀକାର୍ଯ୍ୟ ଏବେ ବି ଜାରି ରହିଛି। ଉତ୍ତର-ପଶ୍ଚିମ ୟୁକ୍ରେନ୍‌ର ଆଞ୍ଚଳିକ ରାଜଧାନୀ … Continue reading ୟୁକ୍ରେନର ରିଭନେର ଟିିଭି ଟାୱାର ଉପରେ ରୁଷୀୟ ସୈନ୍ୟବାହିନୀର ଆକ୍ରମଣ : ୧୯ ମୃତ